https://kanaknews.com/videos/neet-jee-main-2020-no-shutdown-lockdown-in-exam-centre-cities-in-odisha/
ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ପରୀକ୍ଷା କେନ୍ଦ୍ରଥିବା ସହରରେ ଲକଡାଉନ କି ସଟଡାଉନ ହେବନି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଯାଏ ହେବନି ଲକ‌ଡାଉନ‌ କି ସଟଡାଉନ ।